ବିଶେଷ କରି ସେହି ଆକାଉଣ୍ଟରେ ଜଣେ ନାବାଳିକାଙ୍କ ଫୋଟୋକୁ ପ୍ରଦର୍ଶିତ କରାଯାଇ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଦାନ କରିବା ପାଇଁ ଅପିଲ କରାଯାଉଛି। ଏପରିକି ଟଙ୍କା ଦାଖଲ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦିଆ ଯାଇଛି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଫେକ ଆକାଉଣ୍ଟ। ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଟଙ୍କା ମଗାଯାଉଥିବା ଅଭିଯୋଗ। ଏନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି।ଏତଲା ମୁତାବକ
ଇନ୍ଷ୍ଟଗ୍ରାମ ଓ ଫେସବୁକରେ ତାଙ୍କ ନାଁରେ ଦୁଇଟି ଫେକ ଆକାଉଣ୍ଟ ଖୋଲା ଯାଇଛି। ଏବଂ ସେହି ଆକାଉଣ୍ଟ ଜରିଆରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି।