ଆର୍ମ ରେସଲିଙ୍ଗ ଆସୋସିଏସନ ତରଫରୁ 43 ତମ ରାଜ୍ୟ ବାହୁ କୁସ୍ତି ଚାମ୍ପିୟାନସିପ
ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଅର୍ଗସ ବ୍ୟୁରୋ : ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଉପ କାରାଗାର ଥିବା ଗୋପାଳଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ପାଇଁ ୪ ଦିନ ରିମାଣ୍ଡ ଆବେଦନ ମଂଜୁର ହୋଇଛି । କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଜେଲ୍ରେ ପହଞ୍ଚି ଗୋପାଳଙ୍କୁ ରିମାଣ୍ଡରେ ନେଇଛି ।
Download Argus News App
