ଅନ୍ୟ ପକ୍ଷେ ମାଡ଼ ମାରିଥିବା ଦୁଇ ଯୁବକ କହିଛନ୍ତି ବିଡିଓ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ଓ ଏକ କାମର ଵିଲ୍ କରିବାକୁ ୨% ମାଗିଥିଲେ । ଲାଞ୍ଚ ନଦେବାରୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ଏକ କାମର ପାଲଟା ଅଭିଯୋଗ କରିଛନ୍ତି । ଯୁବକ ଦ୍ବୟ ମଧ୍ୟ ଝରିଗାଁ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । ଘଟଣାର ତଦନ୍ତ କରିବାକୁ ଉମରକୋଟ SDPO ଶୁଭେନ୍ଦୁ ଶବର ଝରିଗାଁ ଥାନା ପହଂଚିଛନ୍ତି । ତଦନ୍ତ ପରେ ସତ୍ୟ କଣ ଜଣା ପଡ଼ିବ ବୋଲି କହିଛନ୍ତି SDPO ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।