ଯାହା ଫଳରେ ରକ୍ତାକ୍ତ ଅବସ୍ଥାରେ ଛୁଆଟି ପଡିଯାଇଥିଲା।ପରେ ପରିବାର ଲୋକେ ଦେଖି ସଙ୍ଗେ ସଙ୍ଗେ ପାଟଣାଗଡ଼ ମେଡିକାଲକୁ ନେଇଯାଇଥିଲେ। ମେଡିକାଲରେ ଚିକିତ୍ସାଧୀନ ବେଳେ ଝିଅର ମୃତ୍ୟୁ ହୋଇଥିବା ଜଣାପଡିଛି। ପାଗଳ କୁକୁର କାମୁଡ଼ାରେ ଅନ୍ୟ 13 ଆହତ ଏବେ ବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ପାଟଣାଗଡ଼ ବ୍ଲକ ବାଲିପଟା ଗାଁରେ ଅଭାବନୀୟ ଘଟଣା ଘଟିଛି।
ଏଖବର ପରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ସେପଟେ ଗାଁଲୋକେ ଦାବି କରିଛନ୍ତି ଯଥାଶୀଘ୍ର ପାଗଳ କୁକୁରଟିକୁ ଗାଁରୁ ନେଇଯିବା ପାଇଁ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।