ଅଧିକ ପଢନ୍ତୁ: ୬ ବର୍ଷ ପରେ ମଧ୍ୟ ସରିଲାନି ଯୌତୁକ ନିର୍ଯାତନା, ଶେଷରେ ମାରି ଫ୍ୟାନରେ ଟାଙ୍ଗି ଦେଲେ ଶାଶୂଘର
ବିବାହର ପାଞ୍ଚ ବର୍ଷ ପରେ ବି ଶାଶୁଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ସଙ୍ଗୀତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ତେବେ ସଙ୍ଗୀତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଥାନାରେ ଏତଲା ହୋଇଛି । ସ୍ବାମୀକୁ ଅଟକ ରଖିଛି ପୋଲିସ ।