ଅଧିକ ପଢନ୍ତୁ ଓଡ଼ିଶା ଖବର
କିନ୍ତୁ ଆଜି ରସୁଲପୁର ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀ କୁଳରେ ଜଣେ ଯୁବକଙ୍କୁ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏହାର ଖୋବର ବାଲିଆପାଳ ପୋଲିସକୁ ଦେଇଥିଲେ ଘୋଟଣା ସ୍ତଳରେ ପୋଲିସ ଓ ସ୍ଥାନୀୟ ଲୋକେ ସବକୁ ଉଦ୍ଧାର ପରେ ବିଷ୍ଣୁପୁର ନିଖୋଜ ଯୁବକ କାଳିଚଣ ବୋଲି ଜଣା ପଡିଥିଲା । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ସବ ବ୍ୟବଚ୍ଛେଦ ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ କାଳିଚରଣର ମୃତ୍ୟୁର କାରଣ ଖୋଜୁଛି ପୋଲିସ ।