Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
କଂଗ୍ରେସର ପ୍ରାର୍ଥୀ ତାଲିକା, କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ଟିକେଟ୍
ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍ ପାଆନ୍ତୁ
ପାଣ୍ଡିଆନଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ନବୀନ ନୁହେଁ ପାନ ଚଳାଉଛନ୍ତି ସରକାର ସାଲେପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି ନବୀନଙ୍କୁ ଟାର୍ଗେଟ୍‌ କଲେ ସମୀର ମହାନ୍ତି । କହିଲେ
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲଟିଛି ଦାଦନ ଗଡ଼
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପାଲଟିଛି ଦାଦନ ଗଡ଼ । ବାହାର ରାଜ୍ୟରେ ଖଟୁଛନ୍ତି ଗଞ୍ଜାମର 7 ଲକ୍ଷରୁ ଅଧିକ ଲୋକ । ଗତ 5 ବର୍ଷରେ କେବଳ ଖଲ୍ଲିକୋଟ ଅଞ୍ଚଳକୁ ଫେରିଛି 50ରୁ ଅଧିକ ଦାଦନଙ୍କ ମୃତଦେହ । ନବୀନଙ୍କ ନିଜ ନିର୍ବାଚନମଣ୍ଡଳୀରେ ତ ସ୍ଥିତି ଅସମ୍ଭାଳ । ହିଞ୍ଜିଳିର ଦାଦନ ହିସାବ ନେଇ ଶ୍ବେତପତ୍ର ଦାବି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସାଧାରଣ ସଭାରେ ସ୍ପଷ୍ଟୀକର