ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ସୋସିଆଲ ମିଡିଆରେ ମହାମହିମ ରାଜ୍ୟପାଳ
ଭୁବନେଶ୍ୱର: ସମସ୍ତେ ସୋସିଆଲ ମିଡିଆରେ ଥିବାବେଳେ ବର୍ତ୍ତମାନ ଏଥିରେ ଆଉ ଜଣେ ବ୍ୟକ୍ତି ସାମିଲ ହୋଇଛନ୍ତି । ନୂଆବର୍ଷ ଆରମ୍ଭରୁ ରାଜ୍ୟପାଳ ଗଣେଶୀ ଲାଲ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆସିଛନ୍ତି । ତେବେ ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ନଥିବାବେଳେ ବର୍ତ୍ତମାନ ଫେସବୁକରେ GovernorOdisha ଏବଂ ଟୁଇଟରରେ @ GovernorOdisha ମାଧ୍ୟମରେ ରାଜ୍ୟପାଳ ସାଧାରଣ ଜନତାଙ୍କ ସହ ଯୋଡ଼ି ହେବେ । ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରସଙ୍ଗରେ ଏହି ସୋସିଆଲ ମିଡିଆ ମାଧ୍ୟମରେ ମିଳିପାରିବ । ଅଧିକରୁ ଅଧିକ ଜନସାଧାରଣ ଏହି ଦୁଇଟି ଉପାୟ ମାଧ୍ୟମରେ ରାଜ୍ୟପାଳଙ୍କ ସହ ଯୋଡି ହେବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
