ରାତ୍ରିରେ ଦୁବୃର୍ତ୍ତ ମାନେ ଆସି ବାଇକ ଚୋରି କରି ନେଇଥିବା ସହ ବିନୟ ରାଉତଙ୍କ ଘର ଝରକା ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଏକ ପଲସର ସହିତ ଲକ୍ଷ୍ୟାଧିକ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅଧିନସ୍ଥ ଠେଲକୋମୁଣ୍ଡା ଗ୍ରାମରୁ ଚୋରି ହୋଇଛି । ଗତରାତିରେ ଏକ ପଲସର ସହିତ ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଛି । ସୂଚନା ଅନୁସାରେ ଗତ ରାତ୍ରିରେ ଗ୍ରାମର ରାଜେଶ୍ୱର ରାଉତ ନିଜ ଘର ବାଟରେ ପଲସର ବାଇକ ନମ୍ବର OD 03 K 3324 ରଖିଥିଲେ ।
Download Argus News App
