ରିପୋର୍ଟ ଲେଖାଯିବା ବେଳକୁ କଂଗ୍ରେସ ପ୍ରାର୍ଥୀ ଗରିବାଳା ବେହେରାଙ୍କୁ ୫୯୪୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ୫୫୭୪ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩୦୬ ଖଣ୍ଡ ଭୋଟ୍ ମିଳିଥିବା ଜଣାପଡିଛି ।
ମୈଦାନ୍ ରେ ଅଛନ୍ତି ୧୨ ମେୟର ପ୍ରାର୍ଥି ଓ ୨୮୯ କର୍ପୋରେଟର ପ୍ରାର୍ଥି। ସମସ୍ତଙ୍କୁ ମିଶାଇ ୩୦୧ ଜଣ ପ୍ରାର୍ଥିଙ୍କ ଭାଗ୍ୟ ନିର୍ଧାରଣ କରିଛନ୍ତି ଜନତା ଜନାର୍ଦ୍ଦନ। ଦିର୍ଘଦିନ ପରେ ଖାଲିଥିବା ଓ୍ବାର୍ଡ ରେ ଲୋକ ପ୍ରତିନିଧି ଯୋଗ ଦେବେ। ଏହା ସହ ସ୍ମାର୍ଟ ସିଟି ଦେଖିବ ପ୍ରଥମ ମହିଳା ମେୟର।