ଏତିକି ବେଳେ ବିଧାୟକ ପ୍ରଶାନ୍ତ ବେହେରା ତାଙ୍କ ସହ ଆସିଥିବା ସାଲେପୁର ବିଡିଓଙ୍କୁ ଲୋକେ ପ୍ରଶ୍ନବାଣର ସାମ୍ନା କରିବାକୁ ପଡିଥିଲା । ଅନ୍ୟପଟେ ଜନ ସାଧାରଣମାନେ ପ୍ରଶ୍ନ କରିବାରୁ ବିଧାୟକଙ୍କ ଧମକ ଓ ନାଲି ଆଖି ଦେଖିବାକୁ ମିଳିଛି। ମା'କୁ ସମ୍ମାନ ନେଇ ବିଧାୟକଙ୍କୁ ମହିଳାମାନେ ପ୍ରଶ୍ନ କରିଥିଲେ ।
କଟକ: ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସି ବିଜେଡି ବିଧାୟକ ହଟହଟା । ସାଲେପୁର ବିଜେଡ଼ି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ପ୍ରଶ୍ନବାଣରେ ଘେରିଲେ ଲୋକେ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ରଟିଲୋ ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଆସିଥିଲେ ।