ମାହାଙ୍ଗା ପ୍ରତାପ ଜେନାଙ୍କ ସ୍ଥାନରେ ଅଙ୍କିତ ପ୍ରତାପ ଜେନାଙ୍କୁ ସୁଯୋଗ ଦେଇଛି ଦଳ ।
ସେହିପରି ତିର୍ତ୍ତୋଲରେ ବିଜୟଶଙ୍କର ଦାସଙ୍କ ସ୍ଥାନରେ ରମାକାନ୍ତ ଭୋଇଙ୍କୁ ମିଳିଛି ସୁଯୋଗ ।
ବ୍ରହ୍ମପୁରରେ ବିକ୍ରମ ପଣ୍ଡାଙ୍କ ସ୍ଥାନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସୁଯୋଗ ମିଳିଛି ।
ପାରଳାଖେମୁଣ୍ଡିରେ କଲ୍ୟାଣୀ ଗଜପତିଙ୍କ ସ୍ଥାନରେ ରୂପେଶ ପାଣିଗ୍ରାହୀଙ୍କୁ ସୁଯୋଗ ମିଳିଛି ।
ମୋହନା ପୂର୍ଣ୍ଣବାସୀ ନାୟକଙ୍କ ସ୍ଥାନରେ ଅନ୍ତର୍ଯ୍ୟାମୀ ଗମାଙ୍ଗ ।
ପଟାଙ୍ଗୀ ପ୍ରିତମ ପାଢ଼ୀଙ୍କ ସ୍ଥାନରେ ପ୍ରଫୁଲ କୁମାର ପାଙ୍ଗି ।
ରାଜଗାଙ୍ଗପୁର ମଙ୍ଗଳା କିଷାନଙ୍କ ସ୍ଥାନରେ ଅନିଲ ବର୍ମା ।
ବଣାଇ ରଞ୍ଜିତ କିଷାନଙ୍କ ସ୍ଥାନରେ ଭୀମସେନ ଚୌଧୂରୀ ।
ଯଶିପୁର ଗୋଲକବିହାରୀ ନାୟକଙ୍କ ସ୍ଥାନରେ ଚକ୍ରଧର ହେମ୍ରମ ।
ତଲସରା ସ୍ଟେଫେନ ବିଲସନ ସୋରେଙ୍ଗଙ୍କ ସ୍ଥାନରେ ବିନୟ କୁମାର ଟପ ।
ବାରିପଦା ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ ସାନଦ ମାର୍ଣ୍ଡି ।
ବଡ଼ସାହି ବୃନ୍ଦାବନ ଦାସଙ୍କ ସ୍ଥାନରେ ଅନସୂୟା ପାତ୍ର ।
ମୋରଡା ରାଜକିଶୋର ଦାସଙ୍କ ସ୍ଥାନରେ ପ୍ରୀତିନନ୍ଦା କାନୁନଗୋ ।
ସୋର ପର୍ଶୁରାମ ଧଡ଼ାଙ୍କ ସ୍ଥାନରେ ମାଧବ ଧଡ଼ା ।
ଆଠମଲ୍ଲିକ ରମେଶ ଚନ୍ଦ୍ର ସାଏଙ୍କ ସ୍ଥାନରେ ନଳିନୀ କାନ୍ତ ପ୍ରଧାନ ।
ଖଡ଼ିଆଳ ଲମ୍ବୋଦର ନିଆଲଙ୍କ ସ୍ଥାନରେ ଅଧିରାଜ ପାଣିଗ୍ରାହୀ ।
ଫୁଲବାଣୀ ଅଙ୍ଗଦ କଅଁରଙ୍କ ସ୍ଥାନରେ ଜୟଶ୍ରୀ କଅଁରଙ୍କୁ ଟିକେଟ ଦେଇଛି ଦଳ ।
ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?