ଅଧିକ ପଢନ୍ତୁ : ବିଜେଡି ବିଧାୟକ ଦଳ ବୈଠକରେ ପରାଜୟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ରାଜା ସ୍ବାଇଁ
ନବୀନଙ୍କ ଏମିତି ବୟାନକୁ ନେଇ ଏବେ ବଢ଼ିଛି ଚିନ୍ତା। ଇଣ୍ଡି ମେଣ୍ଟ ମୁହାଁ ହେବେ କି ନବୀନ ? ଦିଲ୍ଲୀରେ ସୁରକ୍ଷା ଚାହୁଁଛନ୍ତି କି ନବୀନ ? ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଫିସ୍ ଓ ତାଙ୍କ ଆବାସ ନବୀନ ନିବାସ ମାଫିଆଙ୍କ କବଜାରେ ଥିଲା। ବିଜେପି ସରକାର ଆସିଲେ ମାଫିଆଙ୍କର ଅଣ୍ଟା ଭାଙ୍ଗି ଦିଆଯିବ । ଏବେ ନବୀନଙ୍କୁ ସେହି ଭୟ ଘାରିଛି କି ? ମାଫିଆଙ୍କ ଉପରେ ବିଜେପି ସରକାର କି କାର୍ଯ୍ୟାନୁଷ୍ଠାନ ନେବ ତାକୁ ନେଇ ନବୀନ ଭୟଭୀତ ହୋଇପଡ଼ିଛନ୍ତି କି ?