ଅଧିକ ପଢନ୍ତୁ: ଗଞ୍ଜେଇ ବୋଝେଇ କାର୍ କୁ ଗୋଡାଇ ଗୋଡାଇ ଦୂର୍ଘଟଣାର ଶିକାର ପୋଲିସ୍ ଗାଡ଼ି
ଗାଡ଼ିର ଚକା ଲିକ୍ ହୋଇଯିବାରୁ ଦୁର୍ବୃତ୍ତମାନେ ନୂଆ ଚକା ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ୍ ପହଞ୍ଚିଥିଲା। ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ସହ ୩-୪ଟି ବୋମା ମିଳିଛି। ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି ପୋଲିସ ତାର ତଦନ୍ତ ଜାରି ରଖିଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ