ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।
ଡିଲେଶ୍ବର କୋଲକାତାରେ କାମ କରୁଥିବା ବେଳେ ୨୦ ଦିନ ଛୁଟିରେ ଘରକୁ ଆସିଥିଲେ । ପୂର୍ବ ଶତୃତାରୁ ଏଭଳି ଘଟଣା ଘଟିଥିବା ବେଳେ କ୍ରିକେଟ ମ୍ୟାଚ ସମୟରେ ଦୃବୃତଙ୍କ ସହ ଯବାନଙ୍କ ବଚସା ହୋଇଥିଲା ଏହି କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ