ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ଅଗ୍ନିଶମ ବିଭାଗ ତପ୍ତରତା ଦେଖାଇଛି। ଏକ ବଡ ଦୁର୍ଘଟଣାକୁ ରୋକା ଯାଇ ପାରିଛି। ଏବେ ମଧ୍ୟ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
ଅଗ୍ନିକାଣ୍ଡରେ ପୋଡ଼ିଗଲା ତିନୋଟି ବସ୍

ପୁରୀ: ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ସୂଚନା ଅନୁସାରେ, ତିନୋଟି ବସରେ ନିଆଁ ଲାଗିଥିବାର ସୂଚନା ମିଳିଛି। ବସର 70 ପ୍ରତିଶତ ଜଳିଯାଇଛି । ତେବେ ବସରେ କେହି ଯାତ୍ରୀ ବା କଣ୍ଟକ୍ଟର ନଥିଲେ। କୌଣସି ଧନଜୀବନ ନଷ୍ଟ ହୋଇନାହିଁ।
Download Argus News App
