ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାପରେ ହଇଜା ବ୍ୟାପିଥିବା ବିଭିନ୍ନ ଅଞ୍ଚଳ ଯାଇ ଅନୁଧ୍ୟାନ କରିବ ଏହି ଟିମ୍ । କିଛି ଦିନ ତଳେ ଇସ୍ପାତ ନଗରୀ ରାଉରକେଲାରେ ବେକାବୁ ହୋଇଥିଲା ହଇଜା । ସରକାରୀ ଭାବେ ୯ ଜଣଙ୍କ ଜୀବନ ଯାଇଥିବା କୁହାଯାଇଥିବା ବେଳେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିଲା । ତେବେ ଦୂଷିତ ପାଣି ଯୋଗୁଁ ହଇଜା ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।