ଖରା ବଢ଼ୁଥିବାରୁ ଛୁଟି ବଢିବା ସମ୍ଭାବନା । ଗ୍ରୀଷ୍ମ ପ୍ରବାହ ବଢୁଛି, କଲେଜ ଛୁଟି ବଢାଯାଇପାରେ କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି, ପାଣିପାଗ ଜଳବାୟୁରୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଚାରବିମର୍ଷ କରି କଲେଜ ଛୁଟି ଵୃଦ୍ଧିର ନିଷ୍ପତ୍ତି ନିଆଯିବ ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ବଢ଼ୁଛି ଖରା, ବଢ଼ିପାରେ ଛୁଟି ଅବଧି

ଅର୍ଗସ ବ୍ୟୁରୋ: ରାଜ୍ୟରେହ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ବଢ଼ି ଚାଲିଛି। ସକାଳ ୯ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।
ତୈଳ ଦର ଉପରେ ଉପଭୋକ୍ତାଙ୍କୁ ବଡ ଆଶ୍ବସ୍ଥି

ଅର୍ଗସ ବ୍ୟୁରୋ : କେନ୍ଦ୍ର ସରକାର ୧ ଲକ୍ଷ ୬୧ ହଜାର କୋଟିର କ୍ଷତିକୁ ଖାତିର ନକରି ପେଟ୍ରୋଲ ଉପରୁ ୮ ଟଙ୍କା ଡିଜେଲ ଉପରୁ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା କମିଛି । ଯାହାକି ସାଧାରଣ ଲୋକଙ୍କ ଉପରୁ ତୈଳ ଦର ବୋଝ କିଛିଟା ହାଲୁକା କରିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ୧୩୦ କୋଟି ଭାରତୀୟଙ୍କ
Download Argus News App
