କେନ୍ଦୁଝର- ମୋହନ ହେମ୍ବ୍ରମ୍, ବାଲେଶ୍ବର - ଶ୍ରୀକାନ୍ତ ଜେନା, ଭଦ୍ରକ - ଅନନ୍ତ ପ୍ରସାଦ ସେଠୀ, ଯାଜପୁର - ଆଞ୍ଚଲ ଦାସ, ଢେଙ୍କାନାଳ - ସୁସ୍ମିତା ବେହେରା, କେନ୍ଦ୍ରାପଡ଼ା - ଶ୍ରୀଧର ସ୍ବରୂପ ଦାସ, ଜଗତସିଂହପୁର - ରବୀନ୍ଦ୍ର କୁମାର ସେଠୀ, ପୁରୀ - ସୁଚରିତା ମହାନ୍ତି, ଭୁବନେଶ୍ବର - ୟାସିର ନୱାଜ୍ ।
ଅର୍ଗସ ବ୍ୟୁରୋ : କଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷଣା । ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ ।
କେନ୍ଦୁଝର- ମୋହନ ହେମ୍ବ୍ରମ୍, ବାଲେଶ୍ବର - ଶ୍ରୀକାନ୍ତ ଜେନା, ଭଦ୍ରକ - ଅନନ୍ତ ପ୍ରସାଦ ସେଠୀ, ଯାଜପୁର - ଆଞ୍ଚଲ ଦାସ, ଢେଙ୍କାନାଳ - ସୁସ୍ମିତା ବେହେରା, କେନ୍ଦ୍ରାପଡ଼ା - ଶ୍ରୀଧର ସ୍ବରୂପ ଦାସ, ଜଗତସିଂହପୁର - ରବୀନ୍ଦ୍ର କୁମାର ସେଠୀ, ପୁରୀ - ସୁଚରିତା ମହାନ୍ତି, ଭୁବନେଶ୍ବର - ୟାସିର ନୱାଜ୍ ।
ଅର୍ଗସ ବ୍ୟୁରୋ : ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝି କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନ ପ୍ରଚାର ଆଭିଯାନ ବେଳେ ଗତକାଲି ପ୍ରଚାର କରିଲା ବେଳେ ବିଜୁ ଜନତା ଦଳର ଲୋକସଭା ପାର୍ଥି ମାନନୀୟ ଗୃହମନ୍ତ୍ରୀ ଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ଶ୍ରୀ ମାଝୀ ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଚି କହିଲେ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ନିକଟରେ ଫେରାଦ ହେବୁ । ଭୁବନେଶ୍ୱର ଯାଇ ଥାନାରେ ମାମଲା ବି କରିବୁ । ଫେକ ଭିଡ଼ିଓ ଯାରି କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇ ସାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।