ସେପଟେ ଲୋକେ ନବରାତ୍ର ତଥା ଦଶହରା ପାଇଁ ଅନେକ ଲୋକେ ଆମିଷ ଛାଡିଥିଲେ। ଦେଶୀ ମାଛ ରେଟ ୨୪୦, ୨୬୦ ଥିବା ବେଳେ ମଟନ ରେଟ ୭୫୦ରୁ ୮୫୦। ଏବଂ ଚିକେନ୍ ରେଟ ୨୬୦ରୁ ୩୦୦ ରହିଛି। ପ୍ରାୟ ବିକ୍ରି ହେଉଥିବା ଏହି ମର୍କେଟର୍ ମାଛ ଓଡ଼ିଶାର ବ୍ରହ୍ମପୁର, ଏବଂ ରାଜ୍ୟ ବାହାରୁ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଆସୁଛି। ଫ୍ରେଶ ମାଛର ରେଟ ଅଧିକ ଟିକେ ରହିଛି।
କାର୍ତ୍ତିକ ମାସରେ ଆମିଷ ଛାଡୁଥିବା ଲୋକନ୍କ ପାଇଁ ଏହା ଏକ ବାର ବୋଲି କହିଛନ୍ତି ଜଣେ ଗ୍ରାହକ। ଅଧିକାଂଶ ଲୋକେ ଆମିଷ ଛାଡୁଥିବାରୁ ଆଜି ଶୁକ୍ରବାରଟି ଟିକେ ଅଲଗା ଲାଗୁଛି। ଭିଡ଼ ମଧ୍ୟ ଲାଗୁଛି। କିନ୍ତୁ ସୋମବାରଠୁ ଆମିଷ ଦର ଟିକେ କମିପାରେ ବୋଲି କହିଛନ୍ତି କିଛି ଗ୍ରାହକ। ତେବେ ଆଗକୁ ଆସୁଛି କାର୍ତ୍ତିକ ମାସ। ଲୋକେ କରିବେ ଧର୍ମ ମାସ ପାଳନ। ତେବେ ସେ ସମୟରେ କଣ ରହିବ ଆମିଷ ବଜାରର ଦର ତାକୁ ନେଇ ଚର୍ଚ୍ଚ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।