ଜେଲ ଭିତରକୁ ଗଞ୍ଜେଇ ଗଲା କେମିତି ? ଜେଲ ଭିତରେ ସଂର୍କୀର୍ତ୍ତନ କରି କଏଦୀ ଗଞ୍ଜେଇ ଟାଣୁଥିଲେ ମଧ୍ୟ ଜେଲ କର୍ତ୍ତୃପକ୍ଷ ଜାରି ପାରିଲେ ନାହିଁ କେମିତି ? ବାରମ୍ବାର ଜେଲ ଭିତରେ ଏପରି ଘଟଣା ଘଟୁଛି । ବାରମ୍ବାର ଏପରି ବେଆଇନ କାର୍ଯ୍ୟ ଘଟୁଥିଲେ ବି ଜେଲର ଚୁପ୍ କାହିଁକି ? ଜେଲ ଡିଜି ଏସଂପର୍କରେ ଅବଗତ ଅଛନ୍ତି ତ ? ଯଦି ଜାଣିଛନ୍ତି କାର୍ଯ୍ୟାନୁଷ୍ଠାନ କେବେ ? ରାଜଧାନୀର ଜେଲ ଭିତରେ ଯଦି ଏପରି ଘଟୁଛି, ତେବେ ଅନ୍ୟ ଜେଲରେ ସ୍ଥିତି କ'ଣ ଥିବ ?
ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ ଚିଲମ ଧୂଆଁରେ ଉଡୁଛି ଜେଲ ପରିସର
Download Argus News App
