ଅଧିକ ପଢନ୍ତୁ ଓଡିଶା ଖବର
ସେପଟେ କୋଣାର୍କ ଥାନା ଅଞ୍ଚଳରେ ବାପା ଝିଅକୁ ବଳତ୍କାର ଓ ନାବାଳିକା ଝିଅର ଆତ୍ମହତ୍ୟା ପରେ ପୁରୀ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି l ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ l ନାବାଳିକାର ମା'ଙ୍କ ବୟାନ ରେକର୍ଡ କରାଯିବ l ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଶବବ୍ୟବଛେଦ କରାଯାଇଛି l ଡାକ୍ତର ଙ୍କ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆଧାର ରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର l