ସେ ଗଳିତ ଶବ ନିକଟରେ ସାଇକେଲ, ଚପଲ ଓ ଟୋପି ରହିଥିବା ଦେଖାଯାଇଛି। ସେ ୩ ଦିନ ତଳେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗୌଡପାଲି ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ତଦନ୍ତ ଜାରି ରଖିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

ସମ୍ବଲପୁର: ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର। ସମ୍ବଲପୁରର ବଡରମା ଉଡସୁଙ୍ଗ ରାସ୍ତା ଖେରିଆକାନି ଜଙ୍ଗଲୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣଙ୍କ ବଡରମା ଅଂଚଳର ଆଦିବାସୀ ନେତା ରମେଶ ପ୍ରଧାନ।
Download Argus News App
