ତେଣୁ ପ୍ରତି ବର୍ଷ ଫେବୃୟ।ରୀ ମ।ସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପ।ହ।ଡର ପ।ଦ ଦେଶରେ ଅନୁଷ୍ଠିତ ହୋଇଥ।ଏ । ଦେଶ ବିଦେଶରୁ ଖ୍ୟ।ତି ସମ୍ପନ୍ନ କଳ।କ।ର ମ।ନେ ନୃତ୍ୟ ଓ ସଙ୍ଗୀତ ମ।ଧ୍ୟମରେ ଏହିଠ।ରେ ଅବସ୍ଥିତ ଶ।ନ୍ତି ସ୍ତୂପକୁ ସ।କ୍ଷୀ କରି ଶ।ନ୍ତି ଓ ମୈତ୍ରୀର ବ।ର୍ତ୍ତ। ପ୍ରଦ।ନ କରିଥ।ନ୍ତି । ତେବେ ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମ।ନେ ଭ।ରତୀୟ ଶ।ସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳ। ପ୍ରଦର୍ଶିତ କରି ଶ।ନ୍ତି ଓ ମୈତ୍ରୀର ବ।ର୍ତ୍ତ। ପ୍ରେରଣ କରିଥ।ଏ । ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ୍ୟ ହେଲ। ଦେଶର ଯୁବକ ସମ।ଜ ବିଶେଷ କରି ଛ।ତ୍ର ଓ ଛ।ତ୍ରୀ ମ।ନଙ୍କୁ ଭ।ରତୀୟ ସଂସ୍କୃତିର ମହ।ନ ଗୌରବାଜ୍ଜ୍ବଳ ଐତିହ୍ୟ ଓ ପରମ୍ପର। ବିଷୟରେ ନୃତ୍ୟ ଓ ସଙ୍ଗୀତ ମ।ଧ୍ୟମରେ ସଚେତନ କର।ଇବ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶ। ଡ୍ୟ।ନ୍ସ ଏକ।ଡେମି ତରଫରୁ ବୁଦ୍ଧ ସମ୍ମ।ନ ଓ ଗୁରୁ ଗଙ୍ଗ।ଧର ସ୍ମୃତି ସମ୍ମ।ନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପ।ଇଥିବ। କୃତବିଦ୍ୟ ବ୍ୟକ୍ତି ବିଶେଷ ମ।ନଙ୍କୁ ପ୍ରଦ।ନ କର। ଯ।ଉଅଛି। ବୁଦ୍ଧ ସମ୍ମ।ନ , ଏହି ସମ୍ମ।ନଟି ଦୀର୍ଘ ୧୫ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦ।ନ କର।ଯ।ଉଅଛି । ସଙ୍ଗୀତ ନ।ଟକ ଏକ।ଡେମୀର ସଭାପତି ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କ ସମେତ ଓଡ଼ିଆ ଭ।ଷ।, ସ।ହିତ୍ୟ ଓ ସଂସ୍କୃତି ବିଭ।ଗ ନିଦ୍ଦେର୍ଶକ ରଞ୍ଜନ କୁମାର ମହାପାତ୍ର ଓ ପଦ୍ମଶ୍ରୀ ଓଡିଶୀ ଗୁରୁ ଏଲିଆନା ସିତାରିଷ୍ଟ ଉପସ୍ଥିତ ଥିଲେ।