ପ୍ରଶାସନ ପକ୍ଷରୁ ମରାମତି କରାଯାଇ ପାରିନାହିଁ। ଯଦ୍ୱାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଆଜି ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ବ୍ଲକ ଅଫିସରେ କୌଣସି ଅଧିକାରୀଙ୍କୁ ଭେଟି ନ ପାରି ନିରାଶରେ ଘରକୁ ଫେରିଥିଲେ । ଏ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନ ନେଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର