ପୋଲିସ ଅଚେତ ଅବସ୍ଥାରେ ଗଙ୍ଗାଧରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ବ୍ୟବସାୟୀଙ୍କୁ ନିଶା ଦେଇ ଲୁଟ୍। ଅଚେତ ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହେଲେ ବ୍ୟବସାୟୀ। ଭଦ୍ରକ ଜିତାନଗା ଗାଁର ଗଙ୍ଗାଧର ଜେନା ନାମକ ବ୍ୟବସାୟୀଙ୍କୁ ନିଶାଦେଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ପୋଲିସ ଅଚେତ ଅବସ୍ଥାରେ ଗଙ୍ଗାଧରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।