ଓଡ଼ିଆ ଚଳଚିତ୍ର ହରଣର ଶୀର୍ଷକ ବା ଟାଇଟେଲ ଘୋଷଣା ସହ ଶୁଭ ମହୁରତ ହୋଇଯାଇଛି
ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଦୁଇ ପୂଜକ କୋଭିଡ ସଂକ୍ରମିତ, ସାଧାରଣ ଦର୍ଶନ ବନ୍ଦ
ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାରେ ଦୁଇ ପୂଜକ କୋଭିଡ ସଂକ୍ରମିତ । ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଯାତ୍ରା ହେଉଥିବା ଦେଶୀ ବେହେରା ସାହିକୁ ସମ୍ପୂର୍ଣ୍ଣ ବ୍ୟାରିକେଟରେ ରଖାଯିବ । କେବଳ ଦେଶୀ ବେହେରା ସାହି ଲୋକଙ୍କୁ ଯିବାକୁ ଅନୁମତି । ପୋଲିସ ଅଧିକାରୀଙ୍କ ଛାଉଣୀରେ ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଥିବା ସୂଚନା ରହିଛି ।
Download Argus News App
