ବିଭିନ୍ନ ବିଶ୍ଵ ବିଦ୍ୟାଳୟରେ ମହିମାଧର୍ମ ଗବେଷଣା ଆରମ୍ଭ ହୋଇଛି
ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଇବୋଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ୍ୟପ ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ ଭାଇ । ସାନ ଭାଇ ସିକୁନ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସିକୁନ ସବୁ ଦିନ ମଦ୍ୟପାନ କରି ଘରେ ଗଣ୍ଡଗୋଳ କରିବା ସହ ଘରର ଆସବାବପତ୍ର ଗୁଡ଼ିକ ଭଙ୍ଗାରୁଜା କରୁଥିଲେ । ବଡଭାଇ ସୁନିଲ ସାହୁ ତାଙ୍କୁ ଏଥିରୁ ନିବୃତ କରିବାରୁ ସିକୁନ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବଡ ଭାଇ ଏକ ଟାଙ୍ଗିଆରେ ତାକୁ ଆକ୍ରମଣ କରିଥିଲେ । ସିକୁନଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Download Argus News App
