ଅଧିକ ପଢ଼ନ୍ତୁ: ବଡ଼ମ୍ବାରେ ଦନ୍ତାକୁ ମାରି ଦାନ୍ତ ନେଇଗଲେ ଶିକାରୀ
ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଯାହା ଲାଗୁଛି କି ହୁଏତ ଯଦି ଏଭଳି ଭାବରେ ହାତୀ ମୃତ୍ୟୁ କବର ସାମ୍ନାକୁ ଆସେ, ତେବେ ଖୁବ ଶୀଘ୍ର ରାଜ୍ୟରୁ ଲୋପ ପାଇଯିବ ହାତୀ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ସଙ୍କଟରେ ଗଜରାଜ । କାଜୁ ଜଙ୍ଗଲରେ ଗଲା ଦନ୍ତା ହାତୀର ଜୀବନ। ଆଠଗଡ ବନଖଣ୍ଡ ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ରହିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।