ସେତେବେଳେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ବୁଲିବାକୁ ଆସିଥିବା ବେଳେ ଏହି ଦମ୍ପତି ଗାଡି ଆଗରେ ଶୋଇ ଯାଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଏହାର ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେବେଠାରୁ ଦିନ ମଜୁରିଆ ଭାବେ କାମ କରି ୬ ଜଣ ଛୁଆକୁ ଧରି ପରିବାର ଚଳାଉଥିବା ଧରଣୀ ଓ ତାଙ୍କ ସ୍ତ୍ରୀ ରମା ରାସ୍ତା କଡରେ ଚାଳଛପର ଘରେ ମୁଣ୍ଡ ଗୁଞ୍ଜିଆସୁଛନ୍ତି।
ହେଲେ ଏପର୍ଯ୍ୟନ୍ତ ରମାଙ୍କ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ। ଗୋଟିଏ ପଟେ ସରକାର ଆବାସ ଯୋଜନାରେ ଘର ବାଣ୍ଟୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏଦୃଶ୍ୟ ସରକାରଙ୍କ ମିଛକୁ ପଦାରେ ପକାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: