ଅନେକ ଦିନ ହେବ ଏଠି ଚାଲିଥିଲା ଏହି ଡୁପ୍ଲିକେଟ କାରବାର । ସ୍ଲିପ୍ ୱେଲ କମ୍ପାନୀ ନାମରେ ମଶାବତୀ ତିଆରି କରି ଏମାନେ ଚାଲିଥିଲା ବ୍ୟବସାୟ । ବାଙ୍ଗାଲୋରରୁ କମ୍ପାନୀ କର୍ତୃପକ୍ଷ ଜାଣି ପାରାଦୀପ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଳମ୍ବିତ ରାତିରେ ଚଢାଉ କରି ମଶାଧୂପ ପ୍ରସ୍ତୁତ କରିବା ମିସିନ୍ , ଜରି ଓ ଅନେକ୍ ଜିନିଷ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି।
ଏହାପୂର୍ବରୁ ନକଲି ଟମାଟୋ କେଚପ, ଚା ପତି ,ଭଳି ଅନେକ ଜିନିଷ ଜବତ ହୋଇଥିଲା।