ମହାଲିମ୍ବରେ ଅପହଞ୍ଚ ବସୁଧା ଯୋଜନା। ଚୁଆ ପାଣିରେ ମେଣ୍ଟୁଛି ଶୋଷ। ଗାଁରେ ୪୦ ପରିବାର ଥିବା ବେଳେ ରହିଛି ଗୋଟିଏ କୂଅ। ସେହି କୂଅବି ଖରା ଆରମ୍ଭରୁ ସୁଖି ଗଲାଣି। ଫଳରେ ପାଣି ପାଇଁ ହଇରାଣ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିରେ ଚୂଆ ପାଣି ପାଲଟିଛି ଏକମାତ୍ର ସାହା ଭରସା। ଖାଲି ରାସ୍ତା ପାଣି ନୁହେଁ ମହାଲିମ୍ବରେ ଏବେବି ବିଦ୍ୟୁତ ଯୋଗାଣ ଠିକ ଭାବେ ହୋଇ ପାରିନି । ସେଭଳି ଶିକ୍ଷା ସ୍ୱାସ୍ଥ୍ୟ ସ ବୁ କ୍ଷେତ୍ରରେ ଅବହେଳିତ ମହାଲିମ୍ବ। ଦେଖିବାକୁ ବାକି ରହିଲା ସରକାଙ୍କ ମାଳମାଳ ଯୋଜନା କେବେ ଦୁର୍ଗମର ଏହି ଗାଁରେ ପହଞ୍ଚିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: