ଦଣ୍ଡିରୀ ପଞ୍ଚାୟତରେ ଏଭଳି କାର୍ଯ୍ୟକ୍ରମ ହୋଇଥିବାରୁ ପଞ୍ଚାୟତର କମିଟି ମେମ୍ବର ଓ ଅଞ୍ଚଳବାସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆସିଥିବା ଡାକ୍ତରମାନେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟକୁ ଦେଖି ମାଗଣା ମେଡିସିନ ପ୍ରଦାନ କରିଥିବା ଜଣାପଡିଛି। ଯେଉଁମାନେ ବାହାରକୁ ଯାଇପାରୁନଥିଲେ ନିଜର ସ୍ୱାସ୍ଥ୍ୟ ଦେଖାଇବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ସ୍ୱାସ୍ଥ୍ୟର ପରୀକ୍ଷା କରିପାରିଲେ। ଯାହାକୁ ନେଇ ଅଞ୍ଚଳବାସୀ ଖୁିସି ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: