ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଛି । ଆଭ୍ୟନ୍ତରିଣ ଓଡ଼ିଶାର ୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ତେବେ ଉତ୍ତର ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ଧିରେ ଧିରେ ଦୁର୍ବଳ ହେଉଛି । ତେଣୁ ଆଗାମୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ପ୍ରବଳ ଜାଡରେ ଥରୁଛି ଓଡିଶା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଜାଡରେ ଥରୁଛି ଓଡିଶା । ୧୨ଟି ସହର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ୮ଟି ସ୍ଥାନରେ ତାପମାତ୍ରା ୮ଡିଗ୍ରୀରୁ ତଳକୁ ଖସିଛି । ସବୁଠୁ ବେହାଲ ହୋଇପଡିଛି କନ୍ଧମାଳ ଜିଲ୍ଲା । ସପ୍ତାହେ ହେଲା ଶୀତର ଚାଦର ତଳେ ଥରୁଛି କନ୍ଧମାଳ । ଫୁଲବାଣୀ ଓଡିଶାର ସବୁଠୁ ଥଣ୍ଡା ସହର ହୋଇଛି ।
ଭାରତର ଇଏ ଏମିତି ମନ୍ଦିର, ଯେଉଁଠି କୃଷ୍ଣଙ୍କ ହାତରେ ମୂରଲୀ ନାହିଁ

ଅର୍ଗସ୍ ବ୍ୟୁରୋ : ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ। କୃଷ୍ଣଙ୍କ କଥା ପରିକଳ୍ପନା କରିବା ମାତ୍ରକେ ମନକୁ କେତୋଟି ଚିତ୍ର ସ୍ବତଃ ଚାଲିଆସେ। କଳା ରଙ୍ଗର ପୁରୁଷାକୃତି ବିଗ୍ରହ। ମଥାରେ ମୟୂର ଚନ୍ଦ୍ରିକା, ହାତରେ ବଶିଂ ଏବଂ ମଥାରେ ତୀଳକ। ଏହା ହିଁ ଭଗବାନ ଲୀଳା ପୁରୁଷୋତ୍ତମଙ୍କ ସ୍ବରୂପ।
କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏମିତି ବିଲକ୍ଷ
Download Argus News App
