ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଥିଲେ ବିଷ୍ଣୁପଦ ସେଠୀ। ପ୍ରମୁଖ ସଚିବ ବିଷ୍ଣୁପଦଙ୍କୁ OSD ଭାବେ ମିଳିଲା ନିଯୁକ୍ତି।
ଅର୍ଗସ ବ୍ୟୁରୋ: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ। ବିଷ୍ଣୁପଦଙ୍କୁ ଦିଆଗଲା ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଦାୟିତ୍ବ। ସିବିଆଇ ସମନ ପରେ ଚର୍ଚ୍ଚାରେ ଥିଲେ ବିଷ୍ଣୁପଦ। ଆଇଏଏସ ବିଷ୍ଣୁପଦଙ୍କୁ ହଟାଇଲେ ରାଜ୍ୟସରକାର।
ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଥିଲେ ବିଷ୍ଣୁପଦ ସେଠୀ। ପ୍ରମୁଖ ସଚିବ ବିଷ୍ଣୁପଦଙ୍କୁ OSD ଭାବେ ମିଳିଲା ନିଯୁକ୍ତି।