ଜିଲ୍ଲାରେ ଯୁକ୍ତ ୨ ବାଣିଜ୍ୟରେ ପାଶହାର 93.9 ପ୍ରତିଶତ ରହିଥିବା ବେଳେ ଯୁକ୍ତ ବିଜ୍ଞାନରେ ପାଶହାର 96.41 ପ୍ରତିଶତ ରହିଛି l ଯାହାକୁ ନେଇ ଜିଲ୍ଲାରେ ଅଧ୍ୟାପକ, ଅଭିଭାବକ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି l ଏନେଇ ବାଣଫୁଟାଇ ଖୁସି ମନାଉଛନ୍ତି ଜିଲ୍ଲାର ବିଭିର୍ଣ୍ଣ ଶିକ୍ଷାନୁଷ୍ଠାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର