ଲୋକଙ୍କ ଗୋଟିଏ ପ୍ରଶ୍ନ କଣ କରିଛ ପୁଣି ଆସିଗଲ ଭୋଟ ମାଗିବା ପାଇଁ? ଆମେ ଏଥର ଭୋଟ ଦେବୁନି.। ତୁମ ବାପା କରିଥିଲେ କାମ .. ତୁମେ କଣ କରିଛ ? ଏହା ପରେ ଶୁଣନ୍ତୁ ଦୀପାଲୀ କହୁଛନ୍ତି ଭୋଟ ଦିଅ କି ନଦିଅ ମୁଁ ପୁଣି ଏମଏଲଏ ହେବି.. ଯାହାର ଇଚ୍ଛା ହେଉଛି ମୋତେ ଭୋଟ ଦିଅ.. ଯାହାର ଇଛା ନାହିଁ ମୋତେ ଦିଅନି ।
ଦୀପାଲୀଙ୍କ ଏହି ବୟାନ ଏବେ ଅଞ୍ଚଳରେ ଚର୍ଚ୍ଚା ହେବା ସହ ଲୋକଙ୍କ ଭରଷା ଭାଙ୍ଗିଛନ୍ତି ଦୀପାଲୀ ବୋଲି ଜୋର ଦାର ନାରା ଲାଲିଛି। ବିଜେଡିର ଏହି ବିଧାୟିକା ପ୍ରାର୍ଥୀ ଲୋକଙ୍କୁ ବୁଝାଇବାରେ ବ୍ୟସ୍ତ। ହାସ୍ୟସ୍ପଦ କଥା ଯେ ବିଧାୟିକା ଦିପାଲୀ ଦାସ କହୁଛନ୍ତି ଜମା ୮ ମାସ ହେଲା ବିଧାୟିକା ହୋଇଛି। ଏହି ୮ ମାସରେ ସମୟ ପାଇଲି ନାହିଁ।.. ଏଥର ଦିଅ ଭୋଟ ଦେଖିବେ ତୁରନ୍ତୁ କାମ ହେବ ମୋ ଉପରେ ବିଶ୍ୱାସ ରଖ।
କିନ୍ତୁ ଜନତା ନାରାଜ। ଏଥର ଦେବେ ଉଚିତ୍ ଜବାବ୍.. ପୂର୍ବ ଥର ବାପାଙ୍କ ନାଁରେ ଭୋଟ୍ ଗୋଟାଇଥିଲେ କିନ୍ତୁ ଏଥର ଜନତା ଜନାର୍ଦ୍ଦନ ବୁଝିସାରିଲେ ଏ କାମ କୁ ନୂହଁନ୍ତି। ଏଥର ଉଚିତ୍ ଲୋକଙ୍କୁ ଦେବେ ଭୋଟ୍ ବୋଲି ଲୋକଙ୍କ ଏହି ବିରୋଧରୁ ଜଣା ପଡୁଛି। ତେବେ ଦେଖାଯାଉ ଏଥର ଝାରସୁଗୁଡାବାସୀ କେତେ ସଜାଗ ।
ଅଧିକ ଦେଖନ୍ତୁ :