ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଜଗନ୍ନାଥ ସାରକା ଉପାନ୍ତ ଅଞ୍ଚଳ କୁହାଯାଇଥିବା ରଘୁବାରି ଅଞ୍ଚଳକୁ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ପାଣି ପାଇଁ ଆନ୍ଦୋଳନ କରିଥିଲେ ରଘୁବାରି ଅଞ୍ଚଳବାସୀ । ଏହି ସମୟରେ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ କରିଥିଲେ ।
ଅର୍ଗସ ବ୍ୟୁରୋ : ଆଇନ ମନ୍ତ୍ରୀଙ୍କ ଅମାନବୀୟ କାଣ୍ଡ । ପାଣିପାଇଁ ପ୍ରତିବାଦ କରିବାରୁ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ ମ। ପ୍ରତି ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରି ଅଞ୍ଚଳରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଜଗନ୍ନାଥ ସାରକା ଉପାନ୍ତ ଅଞ୍ଚଳ କୁହାଯାଇଥିବା ରଘୁବାରି ଅଞ୍ଚଳକୁ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ପାଣି ପାଇଁ ଆନ୍ଦୋଳନ କରିଥିଲେ ରଘୁବାରି ଅଞ୍ଚଳବାସୀ । ଏହି ସମୟରେ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ କରିଥିଲେ ।
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର