ତେବେ ପୋଲିସ ସଠିକ ତଦନ୍ତ କରୁ ନଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି । 2 ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନି । ଯାହାକୁ ନେଇ ଆଜି ବିଜେପି ପକ୍ଷରୁ 12 ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି ।
ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ସଠିକ ତଦନ୍ତ କରୁନି ପୋଲିସ: ବିଜେପି

କୋରାପୁଟ: କୋରାପୁଟ ଜୟପୁରରେ ମହିଳାଙ୍କୁ ଦୁଷ୍କର୍ମ ମାମଲା । ମହିଳାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଆଜି 12 ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି । ଜୟପୁରରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ସ୍ୱାମୀ ।
Download Argus News App
