ଅଧିକ ଓଡିଶା ଖବର ପଢ଼ନ୍ତୁ
ମଝି ରାସ୍ତାରେ ଝୁଲୁଛି ଶୁଖିଲା ଗଛ

ଅର୍ଗସ ବ୍ୟୁରୋ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ମୋଚିସାହି ରାସ୍ତାରେ ପୁରୁଣା ଗଛକୁ ନେଇ ବଢିଲା ଭୟ । ରାସ୍ତା ଦେଇ ପ୍ରତିଦିନ ଶହଶହ ଗାଡି ମୋଟର ଯାଆସ କରୁଥିବା ବେଳେ ବର୍ଷ ବର୍ଷ ଧରି ଶୁଖିଲା ଗଛ ବିପଦସଙ୍କୁଳ ଭାବେ ଝୁଲିରହିଛି । ଅନେକ ସମୟରେ ଗଛ ଭାଙ୍ଗିବା ଯୋଗୁ ଲୋକେ ଆହତ ହେଉଛନ୍ତି । ତେଣୁ ରାସ୍ତାକଡରୁ ଏହି ପୁରୁଣା ଶୁଖିଲା ଗଛଗୁଡିକୁ କାଟିବା ପାଇଁ ଜୋର ଧରିଛି ଦାବି ।
Download Argus News App
