ମନରେ ଆଶା ଭରି ଶତାଧିକ ବୃଦ୍ଧବୃଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ନିକଟକୁ ଆସିଲେ, କିନ୍ତୁ ମେଡିକାଲ ଚେକଅପ ପରେ ଉଚ୍ଚରକ୍ତ ଚାପର ବାହାନା ଦେଖାଇ 59 ଜଣଙ୍କୁ ଘରକୁ ଫେରାଇଦେଲେ । ତେବେ ଏଠି ପ୍ରଶ୍ନ, ଯଦି ମେଡିକାଲ ଚେକଅପ କରିବାର ଥିଲା, ତାହେଲେ ଗ୍ରାମାଂଚଳରୁ ଆସିଥିବା ବୟସ୍କ ନାଗରିକଙ୍କୁ, ସେମାନଙ୍କ ନିକଟସ୍ଥ ମେଡିକାଲରେ ଚେକଅପ କରାଯାଇ ପାରିଥାନ୍ତା, ଜିଲ୍ଲା ମୁଖ୍ୟାଳୟକୁ ଡାକି, ଚେକଅପ କରି ଫେରାଇଦେବା କେଉଁଭଳି ମାନସିକତା । ତେବେ ମୂଳରୁ ରକ୍ତଚାପ ନଥିବା ବ୍ୟକ୍ତିଙ୍କର ଉଚରକ୍ତ ଚାପ କେମିତି ବାହାରିଲା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।