କୋଲାବ ଜଳଭଣ୍ଡାରରୁ ପୋଲିସ ଜଣେ ନାବାଳକର ମୃତଦେହ ଉଦ୍ଧାର କରିଥିବା ବେଳେ ତାକୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ଫ୍ରି ଫାୟାର ଖେଳୁଥିବା ବେଳେ ନାବାଳକ ଜଣଙ୍କର ଅନ୍ୟ ସାଙ୍ଗ ମାନଙ୍କ ସହ ବଚସା ହୋଇଥିଲା। ଏଥିରେ ଅନ୍ୟମାନେ ନାବାଳକୁ ପଥରରେ ଛେଚି ହତ୍ୟା କରିଥିବା କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି। ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି।
ଖେଳ ସାଜିଲା କାଳ; ସାଙ୍ଗର ବଇରୀ ସାଜିଲେ ସାଙ୍ଗ
କୃଷକ ବଜାର ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ : କୃଷକ ବଜାରକୁ ଲାଗି ରହିଥିବା ପାଣି ଟାଙ୍କି ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମହିଳା ଜଣଙ୍କ ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ବେଳେ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନଥିବା ଜଣା ପଡ଼ିଛି । ବଡ଼ କଥା ହେଉଛି କି ୮୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରୁ ଏକ ଲେଡିଜ୍ ଚପଲ, ଭ୍ୟାନିଟି ବ୍ୟାଗ, ବିଷ ବୋତ
Download Argus News App
