Odisha Parba | ଦିଲ୍ଲୀର ଓଡିଆ ପର୍ବରେ ଆହେ ନୀଳ ଶଇଳ ଟିମ୍
ବଡ଼ ଧରଣର ଅଗ୍ନିକାଣ୍ଡକୁ ଆୟତ କଲା ଖୋର୍ଦ୍ଧା ଦମକଳ ବାହିନୀ

ଖୋର୍ଦ୍ଧା: ଆଜି ସକାଳୁ ସକାଳୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ଆୟତ କରିଛି ଖୋର୍ଦ୍ଧା ଦମକଳ ବାହିନୀ। ଖୋର୍ଦ୍ଧା କୋର୍ଟ ସମୂଖ ହିରୋ ସୋ ରୁମର ୱାର୍କ ଶପରେ କୌଣସି କାରଣ ରୁ ନିଆଁ ଲାଗି ଅବ୍ୟବହୃତ ଜିନିଷ, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିଲା। ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ କରିଛି। ଆଖପାଖରେ ଥିବା ଘର ଏବଂ ସୋରୁମରେ ଥିବା ଗାଡି ସବୁ ସୁରକ୍ଷିତ ରହିଛି।
Download Argus News App
