ଏନେଇ ହୀତାଧିକାରୀମାନେ ବିଭିନ୍ନ ସମୟରେ ବାରମ୍ବାର ତହସିଲ ପ୍ରଶାସନର ଦ୍ବାରସ୍ଥ ହୋଇ ଗୁହାରୀ କରିଥିଲେ ହେଁ କୌଣସି ସୁଫଳ ମିଳି ନାହିଁ । ଫଳରେ ବାଧ୍ୟ ହୋଇ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ହିତାଧିକାରୀମାନେ । ଦାବି ପୁରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନି ଦେଇଛନ୍ତି ଧାରଣାକାରୀମାନେ ।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ