ଭୋକ ହେବାରୁ ସ୍ଥାନୀୟ କାଞ୍ଚନ ହୋଟେଲରୁ ପାର୍ଶଲ୍ ନେଇଥିଲେ। କିନ୍ତୁ ଏହି ପାର୍ଶଲ ଖୋଲିବାରୁ ଜଣଙ୍କର ତରକାରିରୁ ଝିଟିପିଟି ପଡିଥିବାର ଦେଖିଥିଲେ। ଏହାକୁ କିଛି ଲୋକେ ଖାଇ ଦେଇଥିବାରୁ ପେଟ କାଟୁଥିବା କହିଥିଲେ। ଦଶ ଜଣଙ୍କ ମଧ୍ୟରେ ତିନି ଜଣ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଡାକ୍ତର ପରୀକ୍ଷା କରି ମେଡିସିନ ଦେଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ପ୍ରକାଶ କରିଛନ୍ତି। ଘଟଣା ପ୍ରଗଠ ହେବା ପରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର