ଦଳର ବରିଷ୍ଠ ନେତାଙ୍କୁ ଗୁରୁଜ୍ଞାନ ଦେଇଛନ୍ତି ଶାହ
ଦମ୍ପତିଙ୍କୁ ହାଣି ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୩ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ଵର : ରାଜଧାନୀରେ ଶସସ୍ତ୍ର ଡକାୟତି । ଦମ୍ପତିଙ୍କୁ ହାଣି ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩ ଲକ୍ଷ ଟଙ୍କା ଲୁଟ୍ । ମଞ୍ଚେଶ୍ୱର ଥାନା ଭୋଟପଡ଼ାରେ ଘଟିଛି ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ ।
ଆଜି ବି ରାଜରାସ୍ତାରେ ଲହଡ଼ି ଭାଙ୍ଗିଲା ପାଣି

ଭୁବନେଶ୍ୱର: ଆଜି ବି ଲଗାଣ ବର୍ଷାରେ ବେହାଲ ରାଜଧାନୀ । ପୁଣି ରାଜରାସ୍ତାରେ ଲହଡ଼ି ଭାଙ୍ଗିଲା ପାଣି । ଭାସିଲା ଗାଡି ମୋଟର । ମଝି ରାସ୍ତାରେ ଅଟକିଲା ଯାନବାହନ। ବର୍ଷା ଯୋଗୁଁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀବାସୀ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଓ୍ବେଲ
Download Argus News App
