ତେବେ କାହାର ଅବହେଳା ପାଇଁ ଏଭଳି ଅଘଟଣ ଘଟିଲା ସେ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ...
ଡାଇରିଆ ୱାର୍ଡରେ ଅଘଟଣ; କଟକ ସ୍ଥାନାନ୍ତର ହେଲେ ଗୁରୁତର ରୋଗୀ

ଅର୍ଗସ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଘଟଣ । ଭୁଲ ସାଲାଇନ ନେଇ ୧୫ରୁ ଅଧିକ ରୋଗୀ ଗୁରୁତର । ଡାଇରିଆ ୱାର୍ଡରେ ଥିବା ରୋଗୀଙ୍କୁ ଭୁଲ ସାଲାଇନ ଦିଆଯିବାରୁ ରୋଗୀମାନେ ଗୁରୁତର ହେବା ସହ ଶରୀର ଥରିବାକୁ ଲାଗିଥିଲା । ଫଳରେ ସମସ୍ତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
Download Argus News App
