ଗତକାଲି ଅପରାହ୍ନରେ ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରେ ନାବାଳକ ଜଣଙ୍କ ଦୟାନଦୀରେ ମାଛ ଧରିବାବେଳେ ଭାସିଯାଇଥିଲେ। ଆଜି ମିଳିଲା ମୃତଦେହ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୟାନଦୀରେ ଭାସି ନାବାଳକ ସୁମିତେନ୍ଦ୍ର ସାହୁ ନିଖୋଜ ଘଟଣା। ଅଗ୍ନିଶମ ବାହିନୀ ପକ୍ଷରୁ ସକାଳୁ ଦୟାନଦୀରେ ପୁଣିଥରେ ଖୋଜାଖୋଜି ଆରମ୍ଭ। ଗତକାଲି ରାତିରେ 5ଘଣ୍ଟାର ଅପରେସନ ପରେ ବି ସୁମିତେନ୍ଦ୍ରଙ୍କ ପତ୍ତା ମିଳିନଥିଲା। ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ପୁଣିଥରେ ଖୋଜାଖୋଜି ଆରମ୍ଭ ହୋଇଛି। ଅନେକମ ଖୋଜାଖୋଜି ପରେ ଉଦ୍ଧାର ହେଲେ ନିଖୋଜ ଯୁବକ। ଅଗ୍ନିଶମ ଟିମ ଉଦ୍ଧାର କଲା ନାବାଳକଙ୍କୁ। ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି।
ଗତକାଲି ଅପରାହ୍ନରେ ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରେ ନାବାଳକ ଜଣଙ୍କ ଦୟାନଦୀରେ ମାଛ ଧରିବାବେଳେ ଭାସିଯାଇଥିଲେ। ଆଜି ମିଳିଲା ମୃତଦେହ।
ଅଧିକ ପଢ଼ନ୍ତୁ ଓଡିଶା ଖବର: