୧୦ରୁ ଉର୍ଦ୍ଧ୍ଵ ବୋମାମାଡ ହୋଇଥିବା ସୂଚନା। ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଣଡପା ପଞ୍ଚାୟତ ଦଣ୍ଡୁଆସିପଡାରେ ଏକ ମାସ ଭିତରେ ଦୁଇ ଗୋଷ୍ଠୀ ୩ଥର ମୁହାଁମୁହିଁ ହୋଇଛନ୍ତି।
ଅଶାନ୍ତ ପରିସ୍ଥିତି; ୧୦ରୁ ଉର୍ଦ୍ଧ୍ଵ ବୋମାମାଡ

ପୁରୀ : ଅଶାନ୍ତ ହୋଇପଡିଛି ଦଣ୍ଡୁଆସି ପଡା ଗାଁ। ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଘନଘନ ଜାରିରହିଛି ବୋମାମାଡ।
Download Argus News App
