ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ୩ ଦଳର ଜୋରସୋରରେ ପ୍ରସ୍ତୁତି
ଅଟୋକୁ ଧକ୍କା ଦେଲା ଟ୍ରକ୍, ମା’ ଓ ନବଜାତ ଶିଶୁ ମୃତ

କେନ୍ଦ୍ରାପଡା: ଖମରପଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ପଛରୁ ପିଟିଲା ପିଟିଲା ଟ୍ରକ୍ । ଘଟଣାସ୍ଥଳରେ ଅଟୋରେ ଥିବା ମା’ ଓ ନବଜାତ ଶିଶୁର ମୃତ୍ୟୁ ଘଟିଛି ।

ଜାତୀୟ ରାଜପଥ 5କ ଖମରପଡା ନିକଟରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ସମେତ ମା’ ଅଟୋରେ ଯାଉଥିବା ସମୟରେ ଖମରପଡା ନିକଟରେ ଏକ ଦୃତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା 5-ଜଣ ଯାତ୍ରୀଙ୍କ ମଧ୍ୟରୁ ମା’ ଓ ନବଜାତ ଶିଶୁର ମୃତ ହୋଇଥିବାବେଳେ ତିନଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
